# General Information: ୪୦ ପଦରେ ଥିବା ଉର୍ଦ୍ଧୃତିଟି ମୋଶାଙ୍କର ଲେଖାରୁ ନିଆଯାଇଛି I # This is the man who was in the assembly ଏହି ବ୍ୟକ୍ତି ମୋଶା ଯେ କି ଇଶ୍ରାୟେଲୀୟମାନଙ୍କ ମଧ୍ୟରେ ଥିଲେ # This is the man “ଏହି ବ୍ୟକ୍ତି” ବାକ୍ୟାଂଶଟି ଏହି ସମୁଦାୟ ଅନୁଚ୍ଛେଦରେ ମୋଶାଙ୍କୁ ବୁଝାଏ I # this is the man who received living words to give to us ଈଶ୍ବର ହିଁ ସେହି ସମସ୍ତ ବାକ୍ୟ ଦେଇଥିଲେ I ବିକଳ୍ପ ଅନୁବାଦ: “ଏ ସେହି ବ୍ୟକ୍ତି ଯାହାଙ୍କୁ ଈଶ୍ବର ଆମ୍ଭମାନଙ୍କୁ ଦେବା ନିମନ୍ତେ ଜୀବନ୍ତ ବାକ୍ୟ ଦେଇଥିଲେ” # living words ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧)”ଏକ ସ୍ଥାୟୀ ବାର୍ତ୍ତା” କିମ୍ବା ୨) ଜୀବନଦାୟକ ବାକ୍ୟ I” (ଦେଖ: [[rc://*/ta/man/translate/figs-metonymy]])