or_tn/act/07/38.md

20 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୪୦ ପଦରେ ଥିବା ଉର୍ଦ୍ଧୃତିଟି ମୋଶାଙ୍କର ଲେଖାରୁ ନିଆଯାଇଛି I
# This is the man who was in the assembly
ଏହି ବ୍ୟକ୍ତି ମୋଶା ଯେ କି ଇଶ୍ରାୟେଲୀୟମାନଙ୍କ ମଧ୍ୟରେ ଥିଲେ
# This is the man
“ଏହି ବ୍ୟକ୍ତି” ବାକ୍ୟାଂଶଟି ଏହି ସମୁଦାୟ ଅନୁଚ୍ଛେଦରେ ମୋଶାଙ୍କୁ ବୁଝାଏ I
# this is the man who received living words to give to us
ଈଶ୍ବର ହିଁ ସେହି ସମସ୍ତ ବାକ୍ୟ ଦେଇଥିଲେ I ବିକଳ୍ପ ଅନୁବାଦ: “ଏ ସେହି ବ୍ୟକ୍ତି ଯାହାଙ୍କୁ ଈଶ୍ବର ଆମ୍ଭମାନଙ୍କୁ ଦେବା ନିମନ୍ତେ ଜୀବନ୍ତ ବାକ୍ୟ ଦେଇଥିଲେ”
# living words
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧)”ଏକ ସ୍ଥାୟୀ ବାର୍ତ୍ତା” କିମ୍ବା ) ଜୀବନଦାୟକ ବାକ୍ୟ I” (ଦେଖ: [[rc://*/ta/man/translate/figs-metonymy]])