or_tn/act/07/32.md

725 B

I am the God of your fathers

ତୁମ୍ଭର ପିତୃପୁରୁଷମାନେ ଯାହାଙ୍କର ଉପାସନା କରୁଥିଲେ ଆମ୍ଭେ ସେହି ଈଶ୍ବର

Moses trembled and did not dare to look

ଏହାର ଅର୍ଥ ହୋଇପାରେ ଯେ ଯେତେବେଳେ ମୋଶା ବାଣୀ ଶୁଣିଲେ ଭୟରେ ପଛକୁ ହଟିଗଲେ I

Moses trembled

ମୋଶା ଭୟରେ ଥରିଲେ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋଶା ଭୟରେ କମ୍ପିବାକୁ ଲାଗିଲେ” (ଦେଖ: rc://*/ta/man/translate/figs-explicit)