# I am the God of your fathers ତୁମ୍ଭର ପିତୃପୁରୁଷମାନେ ଯାହାଙ୍କର ଉପାସନା କରୁଥିଲେ ଆମ୍ଭେ ସେହି ଈଶ୍ବର # Moses trembled and did not dare to look ଏହାର ଅର୍ଥ ହୋଇପାରେ ଯେ ଯେତେବେଳେ ମୋଶା ବାଣୀ ଶୁଣିଲେ ଭୟରେ ପଛକୁ ହଟିଗଲେ I # Moses trembled ମୋଶା ଭୟରେ ଥରିଲେ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋଶା ଭୟରେ କମ୍ପିବାକୁ ଲାଗିଲେ” (ଦେଖ: [[rc://*/ta/man/translate/figs-explicit]])