or_tn/act/07/32.md

12 lines
725 B
Markdown
Raw Permalink Normal View History

2020-11-19 00:15:53 +00:00
# I am the God of your fathers
ତୁମ୍ଭର ପିତୃପୁରୁଷମାନେ ଯାହାଙ୍କର ଉପାସନା କରୁଥିଲେ ଆମ୍ଭେ ସେହି ଈଶ୍ବର
# Moses trembled and did not dare to look
ଏହାର ଅର୍ଥ ହୋଇପାରେ ଯେ ଯେତେବେଳେ ମୋଶା ବାଣୀ ଶୁଣିଲେ ଭୟରେ ପଛକୁ ହଟିଗଲେ I
# Moses trembled
ମୋଶା ଭୟରେ ଥରିଲେ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋଶା ଭୟରେ କମ୍ପିବାକୁ ଲାଗିଲେ” (ଦେଖ: [[rc://*/ta/man/translate/figs-explicit]])