or_tn/act/07/18.md

742 B

there arose another king

ଅନ୍ୟ ଏକ ରାଜା ଶାସନ କରିବାକୁ ଆରମ୍ଭ କଲେ

over Egypt

ମିଶର ଶବ୍ଦଟି ମିଶର ଦେଶର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ମିଶରର ଲୋକମାନେ” (ଦେଖ: rc://*/ta/man/translate/figs-metonymy)

who did not know about Joseph

ଯୋଷେଫ ଶବ୍ଦଟି ଯୋଷେଫଙ୍କର ଖ୍ୟାତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ଜାଣି ନ ଥିଲେ ଯେ ଯୋଷେଫ ମିଶରକୁ ଉଦ୍ଧାର କରିଥିଲେ” (ଦେଖ: rc://*/ta/man/translate/figs-metonymy)