# there arose another king ଅନ୍ୟ ଏକ ରାଜା ଶାସନ କରିବାକୁ ଆରମ୍ଭ କଲେ # over Egypt ମିଶର ଶବ୍ଦଟି ମିଶର ଦେଶର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ମିଶରର ଲୋକମାନେ” (ଦେଖ: [[rc://*/ta/man/translate/figs-metonymy]]) # who did not know about Joseph ଯୋଷେଫ ଶବ୍ଦଟି ଯୋଷେଫଙ୍କର ଖ୍ୟାତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ଜାଣି ନ ଥିଲେ ଯେ ଯୋଷେଫ ମିଶରକୁ ଉଦ୍ଧାର କରିଥିଲେ” (ଦେଖ: [[rc://*/ta/man/translate/figs-metonymy]])