or_tn/act/07/18.md

12 lines
742 B
Markdown
Raw Permalink Normal View History

2020-11-19 00:15:53 +00:00
# there arose another king
ଅନ୍ୟ ଏକ ରାଜା ଶାସନ କରିବାକୁ ଆରମ୍ଭ କଲେ
# over Egypt
ମିଶର ଶବ୍ଦଟି ମିଶର ଦେଶର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ମିଶରର ଲୋକମାନେ” (ଦେଖ: [[rc://*/ta/man/translate/figs-metonymy]])
# who did not know about Joseph
ଯୋଷେଫ ଶବ୍ଦଟି ଯୋଷେଫଙ୍କର ଖ୍ୟାତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ଜାଣି ନ ଥିଲେ ଯେ ଯୋଷେଫ ମିଶରକୁ ଉଦ୍ଧାର କରିଥିଲେ” (ଦେଖ: [[rc://*/ta/man/translate/figs-metonymy]])