or_tn/act/07/11.md

8 lines
469 B
Markdown

# there came a famine
ଏକ ଦୁର୍ଭିକ୍ଷ ଆସିଲା I ଭୂମି ଖାଦ୍ୟ ଉତ୍ପନ୍ନ କରିବାକୁ ବନ୍ଦ କଲା I
# our fathers
ଏହା ଯାକୁବ ଓ ତାଙ୍କର ପୁତ୍ରମାନଙ୍କୁ ବୁଝାଏ, ଯେଉଁମାନେ ଯିହୂଦୀ ଲୋକମାନଙ୍କର ପୂର୍ବପୁରୁଷ ଥିଲେ I (ଦେଖ: [[rc://*/ta/man/translate/figs-explicit]])