or_tn/act/07/11.md

469 B

there came a famine

ଏକ ଦୁର୍ଭିକ୍ଷ ଆସିଲା I ଭୂମି ଖାଦ୍ୟ ଉତ୍ପନ୍ନ କରିବାକୁ ବନ୍ଦ କଲା I

our fathers

ଏହା ଯାକୁବ ଓ ତାଙ୍କର ପୁତ୍ରମାନଙ୍କୁ ବୁଝାଏ, ଯେଉଁମାନେ ଯିହୂଦୀ ଲୋକମାନଙ୍କର ପୂର୍ବପୁରୁଷ ଥିଲେ I (ଦେଖ: rc://*/ta/man/translate/figs-explicit)