# there came a famine ଏକ ଦୁର୍ଭିକ୍ଷ ଆସିଲା I ଭୂମି ଖାଦ୍ୟ ଉତ୍ପନ୍ନ କରିବାକୁ ବନ୍ଦ କଲା I # our fathers ଏହା ଯାକୁବ ଓ ତାଙ୍କର ପୁତ୍ରମାନଙ୍କୁ ବୁଝାଏ, ଯେଉଁମାନେ ଯିହୂଦୀ ଲୋକମାନଙ୍କର ପୂର୍ବପୁରୁଷ ଥିଲେ I (ଦେଖ: [[rc://*/ta/man/translate/figs-explicit]])