or_tn/act/06/10.md

1.3 KiB

General Information:

ଏଠାରେ “ଆମ୍ଭେମାନେ” ଶବ୍ଦଟି କେବଳ ସେହିମାନଙ୍କୁ ବୁଝାଏ ଯେଉଁମାନଙ୍କୁ ସେମାନେ ମିଥ୍ୟା କହିବାକୁ ମତାଇଥିଲେ I “ସେମାନେ” ଶବ୍ଦଟି ପ୍ରେରିତ ୬:୯ରେ ଉଲ୍ଲିଖିତ ଥିବା ମୁକ୍ତ ଲୋକମାନଙ୍କ ସମାଜ ଗୃହର ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusive)

Connecting Statement:

ପ୍ରେରିତ ୬:୮ରେ ଆରମ୍ଭ ହୋଇଥିବା ପୃଷ୍ଠଭୂମି ସୂଚନା ୧୦ ପଦ ପର୍ଯ୍ୟନ୍ତ ଜାରି ରହିଛି I

not able to stand against

ଏହି ବାକ୍ୟାଂଶର ଅର୍ଥ ହେଉଛି ସେ କହିଥିବା ବିଷୟକୁ ମିଥ୍ୟା ବୋଲି ସେମାନେ ପ୍ରମାଣ କରିପାରିଲେ ନାହିଁ I ବିକଳ୍ପ ଅନୁବାଦ: “ଯୁକ୍ତି କରିପାରିଲେ ନାହିଁ” (ଦେଖ: rc://*/ta/man/translate/figs-idiom)

Spirit

ଏହା ପବିତ୍ର ଆତ୍ମାଙ୍କୁ ବୁଝାଏ