or_tn/act/06/09.md

604 B

synagogue of the Freedmen

ଏହି ମୁକ୍ତ ଲୋକମାନେ ସମ୍ଭବତଃ ଏହି ଭିନ୍ନ ଭିନ୍ନ ଅଞ୍ଚଳର ଲୋକ ଥିଲେ I ଏହା ଅସ୍ପଷ୍ଟ ଯେ ତାଲିକାଭୁକ୍ତ ଅନ୍ୟ ଲୋକମାନେ ସମାଜ ଗୃହର ଅଂଶ ଥିଲେ ନା କେବଳ ସ୍ତିଫାନଙ୍କ ସହିତ ବାଦାନୁବାଦରେ ଅଂଶ ଗ୍ରହଣ କରିଥିଲେ I

debating with Stephen

ସ୍ତିଫାନଙ୍କ ସହ ବାଦାନୁବାଦ କରୁଥିଲେ