or_tn/act/06/08.md

1.2 KiB

General Information:

ଏହି ପଦଗୁଡ଼ିକ ସ୍ତିଫାନ ଓ ଅନ୍ୟ ଲୋକମାନଙ୍କର ପୃଷ୍ଠଭୂମି ସୂଚନା ଦିଏ ଯାହା ଘଟଣାଟିକୁ ବୁଝିବାପାଇଁ ମହତ୍ବପୂର୍ଣ୍ଣ ଅଟେ I (ଦେଖ: rc://*/ta/man/translate/writing-background)

Connecting Statement:

ଏଇଠୁ ଘଟଣାର ଏକ ନୂଆ ଅଂଶ ଆରମ୍ଭ ହୁଏ I

Now Stephen

ଏହା ଘଟଣାର ଏହି ଅଂଶରେ ସ୍ତିଫାନଙ୍କୁ ମୁଖ୍ୟ ଚରିତ୍ର ଭାବରେ ପରିଚୟ କରାଏ I (ଦେଖ: rc://*/ta/man/translate/writing-participants)

Stephen, full of grace and power, was doing

“ଅନୁଗ୍ରହ” ଓ “ଶକ୍ତି” ଶବ୍ଦଗୁଡ଼ିକ ଈଶ୍ବରଙ୍କଠାରୁ ପ୍ରାପ୍ତ ଶକ୍ତିକୁ ବୁଝାଏ I ଏହାକୁ ବାହ୍ୟିକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସ୍ତିଫାନଙ୍କୁ କାର୍ଯ୍ୟ କରିବାକୁ ଶକ୍ତି ଦେଉଥିଲେ” (ଦେଖ: rc://*/ta/man/translate/figs-explicit)