or_tn/act/06/02.md

1.7 KiB

General Information:

ଏଠାରେ “ତୁମ୍ଭେମାନେ” ଶବ୍ଦଟି ବିଶ୍ବାସୀମାନଙ୍କୁ ବୁଝାଏ I “ଆମ୍ଭାମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦ ଗୁଡ଼ିକ ଦ୍ବାଦଶ ପ୍ରେରିତ ମାନଙ୍କୁ ବୁଝାଏ I ଯେଉଁଠାରେ ପ୍ରଯୁଜ୍ୟ, ସେଠାରେ ତୁମ ଭାଷାର ଏକାଧିକାର ପଦ୍ଧତି ବ୍ୟବହାର କର I (ଦେଖ: [[rc:///ta/man/translate/figs-you]] ଓ [[rc:///ta/man/translate/figs-exclusive]])

The twelve

ଏହା ଏକାଦଶ ପ୍ରେରିତଙ୍କୁ ପୁଣି ପ୍ରେରିତ ୧:୨୬ରେ ମନୋନୀତ ହୋଇଥିବା ମଥିୟଙ୍କୁ ବୁଝାଏ I

the multitude of the disciples

ଶିଷ୍ୟମାନଙ୍କ ମଧ୍ୟରୁ ସମସ୍ତେ କିମ୍ବା “ସମସ୍ତ ବିଶ୍ବାସୀଗଣ”

give up the word of God

ଈଶ୍ବରଙ୍କ ବାକ୍ୟର ଶିକ୍ଷାଦେବା ସମ୍ବନ୍ଧରେ ସେମାନଙ୍କ କାର୍ଯ୍ୟର ପ୍ରାଧାନ୍ୟତାକୁ ଜୋର୍ ଦେବା ସକାଶେ ଏହା ଏକ ଅତିରଂଜନ ଅଟେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟର ପ୍ରଚାର ଓ ଶିକ୍ଷା ଦେବା ବନ୍ଦ ରଖି” (ଦେଖ: rc://*/ta/man/translate/figs-hyperbole)

serve tables

ଏହି ବାକ୍ୟାଂଶର ଅର୍ଥ ହେଉଛି ଲୋକମାନଙ୍କୁ ଖାଦ୍ୟ ପରିବେଷଣ କରିବା I (ଦେଖ: rc://*/ta/man/translate/figs-metonymy)