or_tn/act/01/26.md

856 B

They cast lots for them

ଯୋଷେଫ ଓ ମଥିୟଙ୍କ ମଧ୍ୟରୁ ଜଣକୁ ମନୋନୀତ କରିବା ନିମନ୍ତେ ପ୍ରେରିତମାନେ ଗୁଲିବାଣ୍ଟ କଲେ I

the lot fell to Matthias

ଯିହୂଦାଙ୍କ ସ୍ଥାନ ପୁରଣ ନିମନ୍ତେ ଗୁଲିବାଣ୍ଟରେ ମଥିୟଙ୍କ ନାମ ଉଠିଲା I

he was numbered with the eleven apostles

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନେ ତାହାଙ୍କୁ ଏକାଦଶଙ୍କ ସହିତ ଜଣେ ପ୍ରେରିତ ଭାବରେ ଗ୍ରହଣ କଲେ” (ଦେଖ: rc://*/ta/man/translate/figs-activepassive)