# They cast lots for them ଯୋଷେଫ ଓ ମଥିୟଙ୍କ ମଧ୍ୟରୁ ଜଣକୁ ମନୋନୀତ କରିବା ନିମନ୍ତେ ପ୍ରେରିତମାନେ ଗୁଲିବାଣ୍ଟ କଲେ I # the lot fell to Matthias ଯିହୂଦାଙ୍କ ସ୍ଥାନ ପୁରଣ ନିମନ୍ତେ ଗୁଲିବାଣ୍ଟରେ ମଥିୟଙ୍କ ନାମ ଉଠିଲା I # he was numbered with the eleven apostles ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନେ ତାହାଙ୍କୁ ଏକାଦଶଙ୍କ ସହିତ ଜଣେ ପ୍ରେରିତ ଭାବରେ ଗ୍ରହଣ କଲେ” (ଦେଖ: [[rc://*/ta/man/translate/figs-activepassive]])