or_tn/act/06/02.md

20 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ତୁମ୍ଭେମାନେ” ଶବ୍ଦଟି ବିଶ୍ବାସୀମାନଙ୍କୁ ବୁଝାଏ I “ଆମ୍ଭାମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦ ଗୁଡ଼ିକ ଦ୍ବାଦଶ ପ୍ରେରିତ ମାନଙ୍କୁ ବୁଝାଏ I ଯେଉଁଠାରେ ପ୍ରଯୁଜ୍ୟ, ସେଠାରେ ତୁମ ଭାଷାର ଏକାଧିକାର ପଦ୍ଧତି ବ୍ୟବହାର କର I (ଦେଖ: [[rc://*/ta/man/translate/figs-you]] ଓ [[rc://*/ta/man/translate/figs-exclusive]])
# The twelve
ଏହା ଏକାଦଶ ପ୍ରେରିତଙ୍କୁ ପୁଣି [ପ୍ରେରିତ ୧:୨୬](../01/26.md)ରେ ମନୋନୀତ ହୋଇଥିବା ମଥିୟଙ୍କୁ ବୁଝାଏ I
# the multitude of the disciples
ଶିଷ୍ୟମାନଙ୍କ ମଧ୍ୟରୁ ସମସ୍ତେ କିମ୍ବା “ସମସ୍ତ ବିଶ୍ବାସୀଗଣ”
# give up the word of God
ଈଶ୍ବରଙ୍କ ବାକ୍ୟର ଶିକ୍ଷାଦେବା ସମ୍ବନ୍ଧରେ ସେମାନଙ୍କ କାର୍ଯ୍ୟର ପ୍ରାଧାନ୍ୟତାକୁ ଜୋର୍ ଦେବା ସକାଶେ ଏହା ଏକ ଅତିରଂଜନ ଅଟେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟର ପ୍ରଚାର ଓ ଶିକ୍ଷା ଦେବା ବନ୍ଦ ରଖି” (ଦେଖ: [[rc://*/ta/man/translate/figs-hyperbole]])
# serve tables
ଏହି ବାକ୍ୟାଂଶର ଅର୍ଥ ହେଉଛି ଲୋକମାନଙ୍କୁ ଖାଦ୍ୟ ପରିବେଷଣ କରିବା I (ଦେଖ: [[rc://*/ta/man/translate/figs-metonymy]])