or_tn/act/05/36.md

20 lines
1.4 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Theudas rose up
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଥିଉଦା ବିଦ୍ରୋହ କଲା” ଅବା ) “ଥିଉଦା ଆବିର୍ଭାବ ହେଲା I”
# claiming to be somebody
ଜଣେ ମହାନ୍ ବ୍ୟକ୍ତି ବୋଲି ଦାବୀ କଲା
# He was killed
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ତାହାକୁ ବଧ କଲେ” (ଦେଖ: [[rc://*/ta/man/translate/figs-activepassive]])
# all who had been obeying him were scattered
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ତାହାର ଅନୁଗତ ହୋଇଥିଲେ, ସେମାନେ ଛିନ୍ନଭିନ୍ନ ହୋଇଗଲେ” ଅବା “ଯେଉଁମାନେ ତାହାର ଅନୁଗତ ହୋଇଥିଲେ ସେମାନେ ଭିନ୍ନ ଭିନ୍ନ ଦିଗରେ ଚାଲିଗଲେ” (ଦେଖ: [[rc://*/ta/man/translate/figs-activepassive]])
# came to nothing
ଏହାର ଅର୍ଥ ଏହି ଯେ ସେମାନେ ଯାହା ଯୋଜନା କରିଥିଲେ ତାହା କରି ନ ଥିଲେ I