or_tn/act/05/36.md

1.4 KiB
Raw Permalink Blame History

Theudas rose up

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଥିଉଦା ବିଦ୍ରୋହ କଲା” ଅବା ) “ଥିଉଦା ଆବିର୍ଭାବ ହେଲା I”

claiming to be somebody

ଜଣେ ମହାନ୍ ବ୍ୟକ୍ତି ବୋଲି ଦାବୀ କଲା

He was killed

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ତାହାକୁ ବଧ କଲେ” (ଦେଖ: rc://*/ta/man/translate/figs-activepassive)

all who had been obeying him were scattered

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ତାହାର ଅନୁଗତ ହୋଇଥିଲେ, ସେମାନେ ଛିନ୍ନଭିନ୍ନ ହୋଇଗଲେ” ଅବା “ଯେଉଁମାନେ ତାହାର ଅନୁଗତ ହୋଇଥିଲେ ସେମାନେ ଭିନ୍ନ ଭିନ୍ନ ଦିଗରେ ଚାଲିଗଲେ” (ଦେଖ: rc://*/ta/man/translate/figs-activepassive)

came to nothing

ଏହାର ଅର୍ଥ ଏହି ଯେ ସେମାନେ ଯାହା ଯୋଜନା କରିଥିଲେ ତାହା କରି ନ ଥିଲେ I