# Theudas rose up ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଥିଉଦା ବିଦ୍ରୋହ କଲା” ଅବା ୨) “ଥିଉଦା ଆବିର୍ଭାବ ହେଲା I” # claiming to be somebody ଜଣେ ମହାନ୍ ବ୍ୟକ୍ତି ବୋଲି ଦାବୀ କଲା # He was killed ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ତାହାକୁ ବଧ କଲେ” (ଦେଖ: [[rc://*/ta/man/translate/figs-activepassive]]) # all who had been obeying him were scattered ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ତାହାର ଅନୁଗତ ହୋଇଥିଲେ, ସେମାନେ ଛିନ୍ନଭିନ୍ନ ହୋଇଗଲେ” ଅବା “ଯେଉଁମାନେ ତାହାର ଅନୁଗତ ହୋଇଥିଲେ ସେମାନେ ଭିନ୍ନ ଭିନ୍ନ ଦିଗରେ ଚାଲିଗଲେ” (ଦେଖ: [[rc://*/ta/man/translate/figs-activepassive]]) # came to nothing ଏହାର ଅର୍ଥ ଏହି ଯେ ସେମାନେ ଯାହା ଯୋଜନା କରିଥିଲେ ତାହା କରି ନ ଥିଲେ I