or_tn/act/05/29.md

527 B

General Information:

ଏଠାରେ “ଆମ୍ଭେମାନେ” ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ, ଓ ଶ୍ରୋତାମାନଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

Peter and the apostles answered

ପିତର ସମସ୍ତ ପ୍ରେରିତମାନଙ୍କ ପକ୍ଷରୁ କଥା କହୁଥିଲେ ଯେତେବେଳେ ସେ ନିମ୍ନଲିଖିତ କଥାସବୁ କହିଲେ I