or_tn/act/05/29.md

8 lines
527 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ଆମ୍ଭେମାନେ” ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ, ଓ ଶ୍ରୋତାମାନଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
# Peter and the apostles answered
ପିତର ସମସ୍ତ ପ୍ରେରିତମାନଙ୍କ ପକ୍ଷରୁ କଥା କହୁଥିଲେ ଯେତେବେଳେ ସେ ନିମ୍ନଲିଖିତ କଥାସବୁ କହିଲେ I