# General Information: ଏଠାରେ “ଆମ୍ଭେମାନେ” ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ, ଓ ଶ୍ରୋତାମାନଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]]) # Peter and the apostles answered ପିତର ସମସ୍ତ ପ୍ରେରିତମାନଙ୍କ ପକ୍ଷରୁ କଥା କହୁଥିଲେ ଯେତେବେଳେ ସେ ନିମ୍ନଲିଖିତ କଥାସବୁ କହିଲେ I