or_tn/act/05/14.md

855 B
Raw Permalink Blame History

General Information:

ଏଠାରେ “ସେମାନେ” ଶବ୍ଦଟି ଯିରୂଶାଲମରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I

more believers were being added to the Lord

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ପ୍ରେରିତ : ୪୧ରେ ଉଲ୍ଲିଖିତ “ସଂଯୁକ୍ତ କରୁଥିଲେ” ଶବ୍ଦଗୁଡ଼ିକୁ ତୁମେ କି ପ୍ରକାରେ ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଅଧିକ ଲୋକମାନେ ପ୍ରଭୁଙ୍କଠାରେ ବିଶ୍ବାସ କରିବାକୁ ଲାଗିଲେ” (ଦେଖ: rc://*/ta/man/translate/figs-activepassive)