or_tn/act/05/14.md

8 lines
855 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେମାନେ” ଶବ୍ଦଟି ଯିରୂଶାଲମରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I
# more believers were being added to the Lord
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I [ପ୍ରେରିତ : ୪୧](../02/41.md)ରେ ଉଲ୍ଲିଖିତ “ସଂଯୁକ୍ତ କରୁଥିଲେ” ଶବ୍ଦଗୁଡ଼ିକୁ ତୁମେ କି ପ୍ରକାରେ ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଅଧିକ ଲୋକମାନେ ପ୍ରଭୁଙ୍କଠାରେ ବିଶ୍ବାସ କରିବାକୁ ଲାଗିଲେ” (ଦେଖ: [[rc://*/ta/man/translate/figs-activepassive]])