or_tn/act/02/41.md

1.5 KiB
Raw Permalink Blame History

they received his word

ଏଠାରେ “ଗ୍ରହଣ କଲେ” ଶବ୍ଦର ଅର୍ଥ ହେଉଛି ଯେ ପିତର ଯାହା କହିଲେ, ତାହା ସେମାନେ ସତ୍ୟ ବୋଲି ଗ୍ରହଣ କଲେ I ବିକଳ୍ପ ଅନୁବାଦ: “ପିତର ଯାହା କହିଲେ ତାହା ସେମାନେ ବିଶ୍ବାସ କଲେ” (ଦେଖ: rc://*/ta/man/translate/figs-idiom)

were baptized

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ସେମାନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: rc://*/ta/man/translate/figs-activepassive)

there were added in that day about three thousand souls

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ଦିନ ପ୍ରାୟ ତିନି ସହସ୍ର ଆତ୍ମା ବିଶ୍ବାସୀମାନଙ୍କ ସହ ଯୋଗଦେଲେ” (ଦେଖ: rc://*/ta/man/translate/figs-activepassive)

about three thousand souls

ଏଠାରେ “ଆତ୍ମା” ଶବ୍ଦଟି ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରାୟ ୩, ଲୋକ” (ଦେଖ: [[rc:///ta/man/translate/figs-synecdoche]] ଓ [[rc:///ta/man/translate/translate-numbers]])