or_tn/act/02/41.md

16 lines
1.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# they received his word
ଏଠାରେ “ଗ୍ରହଣ କଲେ” ଶବ୍ଦର ଅର୍ଥ ହେଉଛି ଯେ ପିତର ଯାହା କହିଲେ, ତାହା ସେମାନେ ସତ୍ୟ ବୋଲି ଗ୍ରହଣ କଲେ I ବିକଳ୍ପ ଅନୁବାଦ: “ପିତର ଯାହା କହିଲେ ତାହା ସେମାନେ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-idiom]])
# were baptized
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ସେମାନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: [[rc://*/ta/man/translate/figs-activepassive]])
# there were added in that day about three thousand souls
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ଦିନ ପ୍ରାୟ ତିନି ସହସ୍ର ଆତ୍ମା ବିଶ୍ବାସୀମାନଙ୍କ ସହ ଯୋଗଦେଲେ” (ଦେଖ: [[rc://*/ta/man/translate/figs-activepassive]])
# about three thousand souls
ଏଠାରେ “ଆତ୍ମା” ଶବ୍ଦଟି ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରାୟ ୩, ଲୋକ” (ଦେଖ: [[rc://*/ta/man/translate/figs-synecdoche]] ଓ [[rc://*/ta/man/translate/translate-numbers]])