or_tn/act/05/12.md

2.2 KiB
Raw Permalink Blame History

General Information:

ଏଠାରେ “ସେମାନେ” ଶବ୍ଦଟି ବିଶ୍ବାସୀମାନଙ୍କୁ ବୁଝାଏ I

Connecting Statement:

ଲୂକ ମଣ୍ଡଳୀର ଆଦ୍ୟ ଦିନ ଗୁଡିକରେ ଘଟିଥିବା ଘଟଣା ସବୁ କହିବା ଜାରି ରଖୁଛନ୍ତି I

Many signs and wonders were taking place among the people through the hands of the apostles

କିମ୍ବା “ପ୍ରେରିତମାନଙ୍କ ହସ୍ତ ଦ୍ବାରା ଲୋକମାନଙ୍କ ମଧ୍ୟରେ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେଲା I” ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରେରିତମାନେ ଲୋକମାନଙ୍କ ମଧ୍ୟରେ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କଲେ” (ଦେଖ: rc://*/ta/man/translate/figs-activepassive)

signs and wonders

ଅଲୌକିକ ଘଟଣା ଓ ଆଶ୍ଚର୍ଯ୍ୟ କର୍ମ I ଏହି ଶବ୍ଦଗୁଡିକୁ ତୁମେ କି ପ୍ରକାରେ ପ୍ରେରିତ :ରେ ଅନୁବାଦ କଲ ତାହା ଦେଖ I

through the hands of the apostles

ଏଠାରେ “ହସ୍ତ”ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କ ଦ୍ବାରା” (ଦେଖ: rc://*/ta/man/translate/figs-synecdoche)

Solomon's Porch

ଏହା ଦୁଇ ଧାଡ଼ିରେ ଖମ୍ବଗୁଡ଼ିକ ଥିବା ଏକ ଆଛାଦିତ ପଥ ପାର୍ଶ୍ବ, ଯାହାର ଉପରେ ଛାତ ଥିଲା ଓ ଯାହାକୁ ଲୋକେ ରାଜା ଶଲୋମନଙ୍କ ନାମରେ ନାମିତ କରିଥିଲେ I ପ୍ରେରିତ ୩:୧୧ରେ ଉଲ୍ଲିଖିତ “ଶଲୋମନଙ୍କ ମଣ୍ଡପ”କୁ ତୁମେ କି ପ୍ରକାରେ ଅନୁବାଦ କଲତାହା ଦେଖ I