or_tn/act/03/11.md

1.3 KiB

General Information:

“ଶଲୋମନଙ୍କ ମଣ୍ଡପରେ” ବାକ୍ୟାଂଶଟି ସ୍ପଷ୍ଟ କରିଦିଏ ଯେ ସେମାନେ ମନ୍ଦିର ଭିତରେ ନ ଥିଲେ, ଯେଉଁଠିକି କେବଳ ଯାଜକମାନେ ପ୍ରବେଶ କରିପାରୁଥିଲେ I ଏଠାରେ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡ଼ିକ ପିତର ଓ ଯୋହନଙ୍କୁ ବୁଝାଏ, ମାତ୍ର ପିତର କହୁଥିବା ଲୋକମାନଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

Connecting Statement:

ଚାଲିପାରୁ ନ ଥିବା ଲୋକକୁ ସୁସ୍ଥ କଲା ପରେ, ପିତର ଲୋକମାନଙ୍କୁ କହୁଛନ୍ତି I

the porch that is called Solomon's

ଶଲୋମନଙ୍କ ମଣ୍ଡପ I ଏହା ଦୁଇ ଧାଡ଼ିରେ ଖମ୍ବଗୁଡ଼ିକ ଥିବା ଏକ ଆଛାଦିତ ପଥ ପାର୍ଶ୍ବ, ଯାହାରି ଉପରେ ଛାତ ଥିଲା ଓ ଯାହାକୁ ଲୋକେ ରାଜା ଶଲୋମନଙ୍କ ନାମରେ ନାମିତ କରିଥିଲେ I

greatly marveling

ଅତିଶୟ ଆଶ୍ଚର୍ଯ୍ୟ ହେଲେ