or_tn/act/03/11.md

16 lines
1.3 KiB
Markdown

# General Information:
“ଶଲୋମନଙ୍କ ମଣ୍ଡପରେ” ବାକ୍ୟାଂଶଟି ସ୍ପଷ୍ଟ କରିଦିଏ ଯେ ସେମାନେ ମନ୍ଦିର ଭିତରେ ନ ଥିଲେ, ଯେଉଁଠିକି କେବଳ ଯାଜକମାନେ ପ୍ରବେଶ କରିପାରୁଥିଲେ I ଏଠାରେ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡ଼ିକ ପିତର ଓ ଯୋହନଙ୍କୁ ବୁଝାଏ, ମାତ୍ର ପିତର କହୁଥିବା ଲୋକମାନଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
# Connecting Statement:
ଚାଲିପାରୁ ନ ଥିବା ଲୋକକୁ ସୁସ୍ଥ କଲା ପରେ, ପିତର ଲୋକମାନଙ୍କୁ କହୁଛନ୍ତି I
# the porch that is called Solomon's
ଶଲୋମନଙ୍କ ମଣ୍ଡପ I ଏହା ଦୁଇ ଧାଡ଼ିରେ ଖମ୍ବଗୁଡ଼ିକ ଥିବା ଏକ ଆଛାଦିତ ପଥ ପାର୍ଶ୍ବ, ଯାହାରି ଉପରେ ଛାତ ଥିଲା ଓ ଯାହାକୁ ଲୋକେ ରାଜା ଶଲୋମନଙ୍କ ନାମରେ ନାମିତ କରିଥିଲେ I
# greatly marveling
ଅତିଶୟ ଆଶ୍ଚର୍ଯ୍ୟ ହେଲେ