or_tn/act/02/22.md

841 B

Connecting Statement:

ପିତର ଯିହୂଦୀମାନଙ୍କ ପ୍ରତି ଆପଣାର ବକ୍ତୃତା ଜାରି ରଖୁଛନ୍ତି ଯାହା ସେ ପ୍ରେରିତ ୧:୧୬ ରେ ଆରମ୍ଭ କରିଥିଲେ I

hear these words

ମୁଁ ଯାହା କହିବାପାଇଁ ଯାଉଛି ଶୁଣନ୍ତୁ

accredited to you by God with the mighty deeds, and wonders, and signs

ଏହାର ଅର୍ଥ ଏହି ଯେ ଈଶ୍ବର ଆପଣା ନିର୍ଦ୍ଧିଷ୍ଟ କାର୍ଯ୍ୟ ନିମନ୍ତେ ଯୀଶୁଙ୍କୁ ନିରୂପଣ କରିଥିଲେ, ଓ ତାଙ୍କର ଅନେକ ଆଶ୍ଚର୍ଯ୍ୟ କର୍ମ ଦ୍ବାରା ସେ କିଏ ତାହା ପ୍ରମାଣ କଲେ I