# Connecting Statement: ପିତର ଯିହୂଦୀମାନଙ୍କ ପ୍ରତି ଆପଣାର ବକ୍ତୃତା ଜାରି ରଖୁଛନ୍ତି ଯାହା ସେ [ପ୍ରେରିତ ୧:୧୬](../01/16.md) ରେ ଆରମ୍ଭ କରିଥିଲେ I # hear these words ମୁଁ ଯାହା କହିବାପାଇଁ ଯାଉଛି ଶୁଣନ୍ତୁ # accredited to you by God with the mighty deeds, and wonders, and signs ଏହାର ଅର୍ଥ ଏହି ଯେ ଈଶ୍ବର ଆପଣା ନିର୍ଦ୍ଧିଷ୍ଟ କାର୍ଯ୍ୟ ନିମନ୍ତେ ଯୀଶୁଙ୍କୁ ନିରୂପଣ କରିଥିଲେ, ଓ ତାଙ୍କର ଅନେକ ଆଶ୍ଚର୍ଯ୍ୟ କର୍ମ ଦ୍ବାରା ସେ କିଏ ତାହା ପ୍ରମାଣ କଲେ I