or_tn/act/02/22.md

12 lines
841 B
Markdown

# Connecting Statement:
ପିତର ଯିହୂଦୀମାନଙ୍କ ପ୍ରତି ଆପଣାର ବକ୍ତୃତା ଜାରି ରଖୁଛନ୍ତି ଯାହା ସେ [ପ୍ରେରିତ ୧:୧୬](../01/16.md) ରେ ଆରମ୍ଭ କରିଥିଲେ I
# hear these words
ମୁଁ ଯାହା କହିବାପାଇଁ ଯାଉଛି ଶୁଣନ୍ତୁ
# accredited to you by God with the mighty deeds, and wonders, and signs
ଏହାର ଅର୍ଥ ଏହି ଯେ ଈଶ୍ବର ଆପଣା ନିର୍ଦ୍ଧିଷ୍ଟ କାର୍ଯ୍ୟ ନିମନ୍ତେ ଯୀଶୁଙ୍କୁ ନିରୂପଣ କରିଥିଲେ, ଓ ତାଙ୍କର ଅନେକ ଆଶ୍ଚର୍ଯ୍ୟ କର୍ମ ଦ୍ବାରା ସେ କିଏ ତାହା ପ୍ରମାଣ କଲେ I