or_tn/act/04/32.md

852 B
Raw Permalink Blame History

were of one heart and soul

ଏଠାରେ “ଅନ୍ତର” ଶବ୍ଦଟି ଭାବନା ଓ “ଆତ୍ମା” ଶବ୍ଦଟି ଆବେଗକୁ ବୁଝାଏ I ମିଳିତ ଭାବରେ ସେଗୁଡିକ ସମ୍ପୂର୍ଣ୍ଣ ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେହି ପ୍ରକାରେ ଭାବିଥିଲେ ଓ ସମାନ ବିଷୟ ଚାହିଁଥିଲେ” (ଦେଖ: rc://*/ta/man/translate/figs-metonymy)

they had everything in common

ପରସ୍ପର ମଧ୍ୟରେ ଆପଣା ଆପଣା ସମ୍ପତ୍ତି ବାଣ୍ଟିଥିଲେ I ପ୍ରେରିତ :୪୪ରେ ତୁମ୍ଭେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I