or_tn/act/04/32.md

8 lines
852 B
Markdown
Raw Permalink Normal View History

2020-11-19 00:15:53 +00:00
# were of one heart and soul
ଏଠାରେ “ଅନ୍ତର” ଶବ୍ଦଟି ଭାବନା ଓ “ଆତ୍ମା” ଶବ୍ଦଟି ଆବେଗକୁ ବୁଝାଏ I ମିଳିତ ଭାବରେ ସେଗୁଡିକ ସମ୍ପୂର୍ଣ୍ଣ ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେହି ପ୍ରକାରେ ଭାବିଥିଲେ ଓ ସମାନ ବିଷୟ ଚାହିଁଥିଲେ” (ଦେଖ: [[rc://*/ta/man/translate/figs-metonymy]])
# they had everything in common
ପରସ୍ପର ମଧ୍ୟରେ ଆପଣା ଆପଣା ସମ୍ପତ୍ତି ବାଣ୍ଟିଥିଲେ I [ପ୍ରେରିତ :୪୪](../02/44.md)ରେ ତୁମ୍ଭେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I