# were of one heart and soul ଏଠାରେ “ଅନ୍ତର” ଶବ୍ଦଟି ଭାବନା ଓ “ଆତ୍ମା” ଶବ୍ଦଟି ଆବେଗକୁ ବୁଝାଏ I ମିଳିତ ଭାବରେ ସେଗୁଡିକ ସମ୍ପୂର୍ଣ୍ଣ ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେହି ପ୍ରକାରେ ଭାବିଥିଲେ ଓ ସମାନ ବିଷୟ ଚାହିଁଥିଲେ” (ଦେଖ: [[rc://*/ta/man/translate/figs-metonymy]]) # they had everything in common ପରସ୍ପର ମଧ୍ୟରେ ଆପଣା ଆପଣା ସମ୍ପତ୍ତି ବାଣ୍ଟିଥିଲେ I [ପ୍ରେରିତ ୨:୪୪](../02/44.md)ରେ ତୁମ୍ଭେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I