or_tn/act/04/21.md

1.2 KiB
Raw Permalink Blame History

General Information:

ପଦ ସୁସ୍ଥ ହୋଇଥିବା ଖଞ୍ଜ ଲୋକଟିର ବୟସ ସମ୍ବନ୍ଧରେ ପୃଷ୍ଠଭୁମିର ସୂଚନା ଦିଏ I (ଦେଖ: rc://*/ta/man/translate/writing-background)

After further warning

ଯିହୂଦୀ ନେତାମାନେ ପୁନର୍ବାର ପିତର ଓ ଯୋହନଙ୍କୁ ଦଣ୍ଡ ଦେବାକୁ ଧମକ ଦେଲେ I

They were unable to find any excuse to punish them

ଯଦିଓ ଯିହୂଦୀ ନେତାମାନେ ପିତର ଓ ଯୋହନଙ୍କୁ ଧମକ ଦେଲେ, ତଥାପି ସେମାନଙ୍କୁ ଦଣ୍ଡ ଦେବା ନିମନ୍ତେ ସେମାନେ ଲୋକମାନଙ୍କୁ ଗଣ୍ଡଗୋଳ ପାଇଁ ଉତ୍ତେଜିତ କରିବା ଛଡା ଆଉ କୌଣସି କାରଣ ପାଇଲେ ନାହିଁ I

for what had been done

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିତର ଓ ଯୋହନ ଯାହା କରିଥିଲେ ସେଥିପାଇଁ” (ଦେଖ: rc://*/ta/man/translate/figs-activepassive)