# General Information: ୨୨ ପଦ ସୁସ୍ଥ ହୋଇଥିବା ଖଞ୍ଜ ଲୋକଟିର ବୟସ ସମ୍ବନ୍ଧରେ ପୃଷ୍ଠଭୁମିର ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]]) # After further warning ଯିହୂଦୀ ନେତାମାନେ ପୁନର୍ବାର ପିତର ଓ ଯୋହନଙ୍କୁ ଦଣ୍ଡ ଦେବାକୁ ଧମକ ଦେଲେ I # They were unable to find any excuse to punish them ଯଦିଓ ଯିହୂଦୀ ନେତାମାନେ ପିତର ଓ ଯୋହନଙ୍କୁ ଧମକ ଦେଲେ, ତଥାପି ସେମାନଙ୍କୁ ଦଣ୍ଡ ଦେବା ନିମନ୍ତେ ସେମାନେ ଲୋକମାନଙ୍କୁ ଗଣ୍ଡଗୋଳ ପାଇଁ ଉତ୍ତେଜିତ କରିବା ଛଡା ଆଉ କୌଣସି କାରଣ ପାଇଲେ ନାହିଁ I # for what had been done ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିତର ଓ ଯୋହନ ଯାହା କରିଥିଲେ ସେଥିପାଇଁ” (ଦେଖ: [[rc://*/ta/man/translate/figs-activepassive]])