or_tn/act/04/21.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପଦ ସୁସ୍ଥ ହୋଇଥିବା ଖଞ୍ଜ ଲୋକଟିର ବୟସ ସମ୍ବନ୍ଧରେ ପୃଷ୍ଠଭୁମିର ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]])
# After further warning
ଯିହୂଦୀ ନେତାମାନେ ପୁନର୍ବାର ପିତର ଓ ଯୋହନଙ୍କୁ ଦଣ୍ଡ ଦେବାକୁ ଧମକ ଦେଲେ I
# They were unable to find any excuse to punish them
ଯଦିଓ ଯିହୂଦୀ ନେତାମାନେ ପିତର ଓ ଯୋହନଙ୍କୁ ଧମକ ଦେଲେ, ତଥାପି ସେମାନଙ୍କୁ ଦଣ୍ଡ ଦେବା ନିମନ୍ତେ ସେମାନେ ଲୋକମାନଙ୍କୁ ଗଣ୍ଡଗୋଳ ପାଇଁ ଉତ୍ତେଜିତ କରିବା ଛଡା ଆଉ କୌଣସି କାରଣ ପାଇଲେ ନାହିଁ I
# for what had been done
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିତର ଓ ଯୋହନ ଯାହା କରିଥିଲେ ସେଥିପାଇଁ” (ଦେଖ: [[rc://*/ta/man/translate/figs-activepassive]])