or_tn/act/03/24.md

916 B

Connecting Statement:

ପ୍ରେରିତ ୩:୧୨ରେ ପିତର ଯିହୂଦୀମାନଙ୍କ ପ୍ରତି ଯେଉଁ ବକ୍ତୃତା ଆରମ୍ଭ କରିଥିଲେ ତାହା ସେ ଶେଷ କରୁଛନ୍ତି I

Yes, and all the prophets

ପ୍ରକୃତରେ, ସମସ୍ତ ଭାବବାଦୀଗଣ I ଏଠାରେ “ହଁ” ଶବ୍ଦ ପରବର୍ତ୍ତୀ ବିଷୟ ଉପରେ ଗୁରୁତ୍ବ ଦିଏ I

from Samuel and those who came after him

ଶାମୂୟେଲଙ୍କ ଠାରୁ ଆରମ୍ଭ କରି ଓ ତାଙ୍କ ପରେ ତାଙ୍କର ପରବର୍ତ୍ତୀ ଭାବବାଦୀମାନଙ୍କ ଜୀବନ କାଳ ପର୍ଯ୍ୟନ୍ତ

these days

ଏହି କାଳ କିଅବା “ଯାହାସବୁ ବର୍ତ୍ତମାନ ଘଟୁଅଛି”