or_tn/act/03/24.md

16 lines
916 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
[ପ୍ରେରିତ ୩:୧୨](../03/12.md)ରେ ପିତର ଯିହୂଦୀମାନଙ୍କ ପ୍ରତି ଯେଉଁ ବକ୍ତୃତା ଆରମ୍ଭ କରିଥିଲେ ତାହା ସେ ଶେଷ କରୁଛନ୍ତି I
# Yes, and all the prophets
ପ୍ରକୃତରେ, ସମସ୍ତ ଭାବବାଦୀଗଣ I ଏଠାରେ “ହଁ” ଶବ୍ଦ ପରବର୍ତ୍ତୀ ବିଷୟ ଉପରେ ଗୁରୁତ୍ବ ଦିଏ I
# from Samuel and those who came after him
ଶାମୂୟେଲଙ୍କ ଠାରୁ ଆରମ୍ଭ କରି ଓ ତାଙ୍କ ପରେ ତାଙ୍କର ପରବର୍ତ୍ତୀ ଭାବବାଦୀମାନଙ୍କ ଜୀବନ କାଳ ପର୍ଯ୍ୟନ୍ତ
# these days
ଏହି କାଳ କିଅବା “ଯାହାସବୁ ବର୍ତ୍ତମାନ ଘଟୁଅଛି”