# Connecting Statement: [ପ୍ରେରିତ ୩:୧୨](../03/12.md)ରେ ପିତର ଯିହୂଦୀମାନଙ୍କ ପ୍ରତି ଯେଉଁ ବକ୍ତୃତା ଆରମ୍ଭ କରିଥିଲେ ତାହା ସେ ଶେଷ କରୁଛନ୍ତି I # Yes, and all the prophets ପ୍ରକୃତରେ, ସମସ୍ତ ଭାବବାଦୀଗଣ I ଏଠାରେ “ହଁ” ଶବ୍ଦ ପରବର୍ତ୍ତୀ ବିଷୟ ଉପରେ ଗୁରୁତ୍ବ ଦିଏ I # from Samuel and those who came after him ଶାମୂୟେଲଙ୍କ ଠାରୁ ଆରମ୍ଭ କରି ଓ ତାଙ୍କ ପରେ ତାଙ୍କର ପରବର୍ତ୍ତୀ ଭାବବାଦୀମାନଙ୍କ ଜୀବନ କାଳ ପର୍ଯ୍ୟନ୍ତ # these days ଏହି କାଳ କିଅବା “ଯାହାସବୁ ବର୍ତ୍ତମାନ ଘଟୁଅଛି”