or_tn/act/03/20.md

1.5 KiB
Raw Permalink Blame History

periods of refreshing from the presence of the Lord

ପ୍ରଭୁଙ୍କ ଛାମୁରୁ ସାନ୍ତ୍ବନାର ସମୟ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଈଶ୍ବର ଯେତେବେଳେ ତୁମ୍ଭମାନଙ୍କର ଆତ୍ମାକୁ ବଳବାନ୍ କରିବେ ସେହି ସମୟ” କିମ୍ବା ) “ଈଶ୍ବର ଯେତେବେଳେ ତୁମ୍ଭମାନଙ୍କୁ ସଜୀବ କରିବେ ସେହି ସମୟ”

from the presence of the Lord

ଏଠାରେ “ପ୍ରଭୁଙ୍କ ଛାମୁ” ଶବ୍ଦଟି ସ୍ବୟଂ ପ୍ରଭୁଙ୍କୁ ବୁଝାଉ ଥିବା ଏକ ପ୍ରତି ଶବ୍ଦ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ଠାରୁ” (ଦେଖ: rc://*/ta/man/translate/figs-metonymy)

that he may send the Christ

ଯେପରି ସେ ପୁନର୍ବାର ଖ୍ରୀଷ୍ଟଙ୍କୁ ପ୍ରେରଣ କରିବେ I ଏହା ଖ୍ରୀଷ୍ଟଙ୍କର ଦ୍ବିତୀୟ ଆଗମନକୁ ବୁଝାଏ I

who has been appointed for you

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ସେ ତୁମ୍ଭମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)