or_tn/act/03/20.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# periods of refreshing from the presence of the Lord
ପ୍ରଭୁଙ୍କ ଛାମୁରୁ ସାନ୍ତ୍ବନାର ସମୟ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଈଶ୍ବର ଯେତେବେଳେ ତୁମ୍ଭମାନଙ୍କର ଆତ୍ମାକୁ ବଳବାନ୍ କରିବେ ସେହି ସମୟ” କିମ୍ବା ) “ଈଶ୍ବର ଯେତେବେଳେ ତୁମ୍ଭମାନଙ୍କୁ ସଜୀବ କରିବେ ସେହି ସମୟ”
# from the presence of the Lord
ଏଠାରେ “ପ୍ରଭୁଙ୍କ ଛାମୁ” ଶବ୍ଦଟି ସ୍ବୟଂ ପ୍ରଭୁଙ୍କୁ ବୁଝାଉ ଥିବା ଏକ ପ୍ରତି ଶବ୍ଦ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ଠାରୁ” (ଦେଖ: [[rc://*/ta/man/translate/figs-metonymy]])
# that he may send the Christ
ଯେପରି ସେ ପୁନର୍ବାର ଖ୍ରୀଷ୍ଟଙ୍କୁ ପ୍ରେରଣ କରିବେ I ଏହା ଖ୍ରୀଷ୍ଟଙ୍କର ଦ୍ବିତୀୟ ଆଗମନକୁ ବୁଝାଏ I
# who has been appointed for you
ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ସେ ତୁମ୍ଭମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])