# periods of refreshing from the presence of the Lord ପ୍ରଭୁଙ୍କ ଛାମୁରୁ ସାନ୍ତ୍ବନାର ସମୟ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଈଶ୍ବର ଯେତେବେଳେ ତୁମ୍ଭମାନଙ୍କର ଆତ୍ମାକୁ ବଳବାନ୍ କରିବେ ସେହି ସମୟ” କିମ୍ବା ୨) “ଈଶ୍ବର ଯେତେବେଳେ ତୁମ୍ଭମାନଙ୍କୁ ସଜୀବ କରିବେ ସେହି ସମୟ” # from the presence of the Lord ଏଠାରେ “ପ୍ରଭୁଙ୍କ ଛାମୁ” ଶବ୍ଦଟି ସ୍ବୟଂ ପ୍ରଭୁଙ୍କୁ ବୁଝାଉ ଥିବା ଏକ ପ୍ରତି ଶବ୍ଦ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ଠାରୁ” (ଦେଖ: [[rc://*/ta/man/translate/figs-metonymy]]) # that he may send the Christ ଯେପରି ସେ ପୁନର୍ବାର ଖ୍ରୀଷ୍ଟଙ୍କୁ ପ୍ରେରଣ କରିବେ I ଏହା ଖ୍ରୀଷ୍ଟଙ୍କର ଦ୍ବିତୀୟ ଆଗମନକୁ ବୁଝାଏ I # who has been appointed for you ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ସେ ତୁମ୍ଭମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])