or_tn/act/03/01.md

702 B
Raw Permalink Blame History

General Information:

ପଦ ଖଞ୍ଜ ଲୋକଟି ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: rc://*/ta/man/translate/writing-background)

Connecting Statement:

ଦିନେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ I

into the temple

ସେମାନେ ମନ୍ଦିର ଗୃହ ଭିତରକୁ ଯାଇ ନ ଥିଲେ, ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣକୁ” କିମ୍ବା “ମନ୍ଦିର ଅଞ୍ଚଳ ଭିତରକୁ”