or_tn/act/03/01.md

12 lines
702 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପଦ ଖଞ୍ଜ ଲୋକଟି ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]])
# Connecting Statement:
ଦିନେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ I
# into the temple
ସେମାନେ ମନ୍ଦିର ଗୃହ ଭିତରକୁ ଯାଇ ନ ଥିଲେ, ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣକୁ” କିମ୍ବା “ମନ୍ଦିର ଅଞ୍ଚଳ ଭିତରକୁ”