# General Information: ୨ ପଦ ଖଞ୍ଜ ଲୋକଟି ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]]) # Connecting Statement: ଦିନେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ I # into the temple ସେମାନେ ମନ୍ଦିର ଗୃହ ଭିତରକୁ ଯାଇ ନ ଥିଲେ, ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣକୁ” କିମ୍ବା “ମନ୍ଦିର ଅଞ୍ଚଳ ଭିତରକୁ”