or_tn/act/02/30.md

855 B

he would set one of the fruit of his body upon his throne

ଈଶ୍ବର ଦାଉଦଙ୍କ ଔରସଜାତ ଜଣକୁ ଦାଉଦଙ୍କ ସିଂହାସନରେ ବସାଇବେ I ବିକଳ୍ପ ଅନୁବାଦ: “ଈଶ୍ବର ଦାଉଦଙ୍କ ଔରସଜାତ ଜଣକୁ ଦାଉଦଙ୍କ ସ୍ଥାନରେ ରାଜା ହେବାପାଇଁ ନିଯୁକ୍ତ କରିବେ” (ଦେଖ: rc://*/ta/man/translate/figs-metonymy)

one of the fruit of his body

ଏଠାରେ “ଔରସ ଜାତ” “ତାହାଙ୍କ ଶରୀର”ରୁ ଉତ୍ପନ୍ନ ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କ ବଂଶଧରମାନଙ୍କ ମଧ୍ୟରୁ ଜଣେ” (ଦେଖ: rc://*/ta/man/translate/figs-idiom)